ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର · ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ
କାଶୀ ତାମିଲ ସଙ୍ଗମମ୍ 5.0
କାଶୀ ତାମିଲ ସଙ୍ଗମମ୍ 5.0
திருக்குறள் பயில்வோம் · Thirukkural Payilvom – Thirukkural Abhyas Karen · तिरुक्कुरल अभ्यास करें · Let's Learn Thirukkural
ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ · ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର
ଏବେ ଆବେଦନ କରନ୍ତୁ
ଇଣ୍ଟରଫେସର ଏହି ଅନୁବାଦ ଏକ ଚିଠା ମାତ୍ର; CICT ଏହାର ସମୀକ୍ଷା କରୁଛି। English
ପଛକୁ
ତିରୁକ୍କୁରଲ୍

ତିରୁକ୍କୁରଲ୍ ଅଧ୍ୟୟନ ସାଥୀ

ନିଜ ଭାଷାରେ ଯେକୌଣସି ବିଷୟରେ ପଚାରନ୍ତୁ (ବନ୍ଧୁତା, କ୍ରୋଧ, ଶିକ୍ଷା, ପରିଶ୍ରମ, ସତ୍ୟ), ଏବଂ ଅଧ୍ୟୟନ ସାଥୀ ସେହି ବିଷୟରେ କହୁଥିବା ତିରୁକ୍କୁରଲର କୁରଲଗୁଡ଼ିକ ଖୋଜି ଦେବ, ସେଗୁଡ଼ିକର ଅନୁବାଦ, ତାମିଲ ଟୀକା ଓ ତାମିଲରେ ଆବୃତ୍ତି ସହିତ।

ତିରୁକ୍କୁରଲ୍ ଏହି ବିଷୟରେ ଏହି ଅଧ୍ୟାୟରେ କହିଛି 9. விருந்தோம்பல் · Hospitality

ଆପଣଙ୍କ ପ୍ରଶ୍ନର ସବୁଠାରୁ ନିକଟର କୁରଲଗୁଡ଼ିକ

ତାମିଲ ପାଠଟି କମ୍ପ୍ୟୁଟର ସ୍ୱରରେ ପଢ଼ାଯାଏ।
  1. உடைமையுள் இன்மை விருந்தோம்பல் ஓம்பாமடமை மடவார்கண் உண்டு.
    Utaimaiyul Inmai Virundhompal Ompaa · Matamai Matavaarkan Untu
    ନିର୍ବୋଧ ସଂପଦ ସଞ୍ଚେ ଦରିଦ୍ର ପରାୟେ
    ଆତିଥ୍ୟ ଦେଖାଏ ନାହିଁ ଜୀବନ ବିତାଏ ।
    The man of wealth is poor indeed
    Whose folly fails the guest to feed.
    ତାମିଲ ଟୀକା

    பொருள் உடைய காலத்திலும் இல்லாமையாவது விருந்தோம்பலை இகழும் பேதைமை; அது அறிவுடையாரிடம் இல்லாதது; பேதையரிடம் உள்ளதாம்.

  2. இனைத்துணைத் தென்பதொன் றில்லை விருந்தின்துணைத்துணை வேள்விப் பயன்.
    Inaiththunaith Thenpadhon Rillai Virundhin · Thunaiththunai Velvip Payan
    ଆତିଥ୍ୟର ପରିମାପ କରି ନାହିଁ ହୁଏ
    ଅତିଥିର ଗୁଣମାପେ ଫଳ ମିଳିଥାଏ ।
    Worth of the guest of quality
    Is worth of hospitality.
    ତାମିଲ ଟୀକା

    விருந்தோம்பலாகிய வேள்வியின் பயன் இன்ன அளவினது என்று சொல்லக்கூடிய அளவினது அன்று; அதற்கு அவ்விருந்தின் தகுதியளவே அளவாகும்.

  3. மோப்பக் குழையும் அனிச்சம் முகந்திரிந்துநோக்கக் குழையும் விருந்து.
    Moppak Kuzhaiyum Anichcham Mukandhirindhu · Nokkak Kuzhaiyum Virundhu
    ଶୁଙ୍ଘିଲେ ‘ଅନିଚ୍ଚ’୧ ପୁଷ୍ପ ଯେପରି ମଉଳେ
    ଗୃହସ୍ଥ ବିମୁଖ ଦେଖି ଅତିଥି ଝାଉଁଳେ ।
    Anicham smelt withers: like that
    A wry-faced look withers the guest.
    ତାମିଲ ଟୀକା

    அனிச்சப்பூவானது நுகர்ந்தபொழுது வாடும். விருந்தினர், உபசரிப்பார் முகம் வேறுபட்டு நோக்க வருந்துவர்.

  4. இருந்தோம்பி இல்வாழ்வ தெல்லாம் விருந்தோம்பிவேளாண்மை செய்தற் பொருட்டு.
    Irundhompi Ilvaazhva Thellaam Virundhompi · Velaanmai Seydhar Poruttu
    ଅତିଥିଙ୍କୁ ଆପ୍ୟାୟନ ଅତିଥି ସତ୍କାର
    ମୂଳ ଲକ୍ଷ୍ୟ ଗାର୍ହସ୍ଥ୍ୟ ଓ ଧନ ସଂଚୟର ।
    Men set up home, toil and earn
    To tend the guests and do good turn.
    ତାମିଲ ଟୀକା

    இல்லாளோடு காட்டிற்குச் செல்லாது இல்லத்திலிருந்து வாழும் வாழ்வானது, விருந்தினரைப் பேணி அவருக்கு நன்மை செய்தற்கேயாம்.

  5. வித்தும் இடல்வேண்டும் கொல்லோ விருந்தோம்பிமிச்சில் மிசைவான் புலம்.
    Viththum Italventum Kollo Virundhompi · Michchil Misaivaan Pulam
    ଅତିଥି ଭୁଞ୍ଜାଇ ସାରି ଭୁଞ୍ଜେ ଯେଉଁ ଜନ
    ବପନ ନକରି ବୀଜ ଉପୁଯାଏ ଧାନ ।
    Should his field be sown who first
    Feeds the guests and eats the rest?
    ତାମିଲ ଟୀକା

    விருந்தினருக்கு உணவளித்துப் பின் எஞ்சியதைத்தான் உண்பானது நிலத்திற்கு வித்திடுதல் வேண்டுமோ? வேண்டா. விருந்தோம்புவானது நிலம் தானே விளையும்.

ଆହୁରି କୁରଲ୍ ଦେଖାନ୍ତୁ

ନିଜକୁ ପରଖନ୍ତୁ

ପ୍ରତ୍ୟେକ କୁରଲର ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ, ତାପରେ ଉତ୍ତର ଖୋଲି ଦେଖନ୍ତୁ।

  1. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “ନିର୍ବୋଧ ସଂପଦ ସଞ୍ଚେ ଦରିଦ୍ର ପରାୟେ …”

    1. ବସନ୍ତି ଲକ୍ଷ୍ମୀ ତା ଘରେ ଆନନ୍ଦିତ ହୋଇ ।
    2. ବପନ ନକରି ବୀଜ ଉପୁଯାଏ ଧାନ ।
    3. ନଅର୍ପି ଅତିଥି ଭକ୍ଷ୍ୟ ନୁହଇ କଦାପି ।
    4. ଆତିଥ୍ୟ ଦେଖାଏ ନାହିଁ ଜୀବନ ବିତାଏ ।
    ଉତ୍ତର

    D · ଆତିଥ୍ୟ ଦେଖାଏ ନାହିଁ ଜୀବନ ବିତାଏ । · କୁରଲ୍ 89

  2. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “ଆତିଥ୍ୟର ପରିମାପ କରି ନାହିଁ ହୁଏ …”

    1. ଅତିଥିର ଗୁଣମାପେ ଫଳ ମିଳିଥାଏ ।
    2. ବସନ୍ତି ଲକ୍ଷ୍ମୀ ତା ଘରେ ଆନନ୍ଦିତ ହୋଇ ।
    3. ଶେଷେ ହେଜେ ନିଜ କର୍ମୁଁ ନିଜେ ଧନହୀନ ।
    4. ନଅର୍ପି ଅତିଥି ଭକ୍ଷ୍ୟ ନୁହଇ କଦାପି ।
    ଉତ୍ତର

    A · ଅତିଥିର ଗୁଣମାପେ ଫଳ ମିଳିଥାଏ । · କୁରଲ୍ 87

  3. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “ଅତିଥି ଭୁଞ୍ଜାଇ ସାରି ଭୁଞ୍ଜେ ଯେଉଁ ଜନ …”

    1. ଗୃହସ୍ଥ ବିମୁଖ ଦେଖି ଅତିଥି ଝାଉଁଳେ ।
    2. ବସନ୍ତି ଲକ୍ଷ୍ମୀ ତା ଘରେ ଆନନ୍ଦିତ ହୋଇ ।
    3. ମୂଳ ଲକ୍ଷ୍ୟ ଗାର୍ହସ୍ଥ୍ୟ ଓ ଧନ ସଂଚୟର ।
    4. ବପନ ନକରି ବୀଜ ଉପୁଯାଏ ଧାନ ।
    ଉତ୍ତର

    D · ବପନ ନକରି ବୀଜ ଉପୁଯାଏ ଧାନ । · କୁରଲ୍ 85

ଅଭ୍ୟାସ ପରୀକ୍ଷା →

ଗୋଟିଏ ବିଷୟରୁ ଆରମ୍ଭ କରନ୍ତୁ

ଅଧ୍ୟୟନ ସାଥୀ ଆପଣଙ୍କ ଶବ୍ଦଗୁଡ଼ିକୁ ପୋର୍ଟାଲର ନିଜସ୍ୱ ତିରୁକ୍କୁରଲ୍ ଅନୁବାଦ ଓ ଟୀକା ସହିତ ମିଳାଇ ଦେଖେ। ଏହା ନିଜେ କୌଣସି ପାଠ ଲେଖେ ନାହିଁ, ଏବଂ ଆପଣଙ୍କ ପ୍ରଶ୍ନ ପୋର୍ଟାଲରେ ହିଁ ରହେ। ଏହାକୁ ନିଃଶୁଳ୍କ ଭାବେ ବ୍ୟବହାର କରିହେବ, ସମସ୍ତ 23ଟି ଭାଷାରେ।

ଅନୁବାଦ © ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ, ଚେନ୍ନାଇ · CC BY 4.0

ଉଦ୍ୟମ Government of India ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର
କାର୍ଯ୍ୟାନ୍ୱୟନ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ