ତିରୁକ୍କୁରଲ୍ ଅଧ୍ୟୟନ ସାଥୀ
ନିଜ ଭାଷାରେ ଯେକୌଣସି ବିଷୟରେ ପଚାରନ୍ତୁ (ବନ୍ଧୁତା, କ୍ରୋଧ, ଶିକ୍ଷା, ପରିଶ୍ରମ, ସତ୍ୟ), ଏବଂ ଅଧ୍ୟୟନ ସାଥୀ ସେହି ବିଷୟରେ କହୁଥିବା ତିରୁକ୍କୁରଲର କୁରଲଗୁଡ଼ିକ ଖୋଜି ଦେବ, ସେଗୁଡ଼ିକର ଅନୁବାଦ, ତାମିଲ ଟୀକା ଓ ତାମିଲରେ ଆବୃତ୍ତି ସହିତ।
ତିରୁକ୍କୁରଲ୍ ଏହି ବିଷୟରେ ଏହି ଅଧ୍ୟାୟରେ କହିଛି 11. செய்ந்நன்றியறிதல் · Gratitude
ଆପଣଙ୍କ ପ୍ରଶ୍ନର ସବୁଠାରୁ ନିକଟର କୁରଲଗୁଡ଼ିକ
-
உதவி வரைத்தன்று உதவி உதவிசெயப்பட்டார் சால்பின் வரைத்து.Udhavi Varaiththandru Udhavi Udhavi · Seyappattaar Saalpin Varaiththuଉପକାରରୁ ଦିଶେନା କି ମୂଲ୍ୟ ତାହାର
ଉପକୃତ ବୁଝେ ଯଥାଯଥ ମୂଲ୍ୟ ତା’ର ।A help is not the help's measure
It is gainer's worth and pleasure.ତାମିଲ ଟୀକା
கைம்மாறான உதவி முன் செய்த உதவியின் அளவினதாகாது; உதவி செய்யப்பட்டவரின் பண்புக்கு ஏற்ற அளவினதாகும்.
-
எழுமை எழுபிறப்பும் உள்ளுவர் தங்கண்விழுமந் துடைத்தவர் நட்பு.Ezhumai Ezhupirappum Ulluvar Thangan · Vizhuman Thutaiththavar Natpuଯେ ମିତ୍ର ଦୁଃଖରେ ଅଶ୍ରୁ କରଇ ମୁଂଚନ
ସାତ ଜନ୍ମେ ସେ ମିତ୍ରତା ନ ଭୁଲେ ସଜ୍ଜନ ।Through sevenfold births, in memory fares
The willing friend who wiped one's tears.ତାମିଲ ଟୀକା
தங்களையடைந்த துன்பத்தை விரைந்து நீக்கியவருடைய நட்பை ஏழேழ் பிறப்பிலும் நல்லோர் நினைப்பர்.
-
நன்றி மறப்பது நன்றன்று நன்றல்லதுஅன்றே மறப்பது நன்று.Nandri Marappadhu Nandrandru Nandralladhu · Andre Marappadhu Nandruଭୁଲିଯିବା ଅନୁଚିତ ପ୍ରାପ୍ତ ଉପକାର
ଉଚିତ ଭୁଲିବା ପ୍ରାପ୍ତ ସବୁ ଅପକାର ।To forget good turns is not good
Good it is over wrong not to brood.ତାମିଲ ଟୀକା
பிறர் முன்பு செய்த நன்மையை மறப்பது ஒருவனுக்கு அறமாகாது; அவர் செய்த தீமையைச் செய்தபொழுதே மறப்பது அறமாகும்.
-
காலத்தி னாற்செய்த நன்றி சிறிதெனினும்ஞாலத்தின் மாணப் பெரிது.Kaalaththi Naarseydha Nandri Siridheninum · Gnaalaththin Maanap Peridhuଉଚିତ ସମୟେ ମିଳେ ଯେଉଁ ଉପକାର
ଅଳ୍ପ ହେଲେ ସୁଦ୍ଧା ତାହା ଧରିତ୍ରୀ ଆକାର ।A help rendered in hour of need
Though small is greater than the world.ତାମିଲ ଟୀକା
ஒருவனுக்கு உரிய காலத்தில் செய்த உதவி சிறிதாயிருப்பினும் காலம் கருதிச் செய்யப் பட்டமையால், அது நிலவுலகினும் மிகப் பெரிதாகும்.
-
மறவற்க மாசற்றார் கேண்மை துறவற்கதுன்பத்துள் துப்பாயார் நட்பு.Maravarka Maasatraar Kenmai Thuravarka · Thunpaththul Thuppaayaar Natpuତାକୁ ନଭୁଲିବ ଯିଏ ବିପଦେ ବାନ୍ଧବ
ସଜ୍ଜନର ମିତ୍ରତାକୁ ତ୍ୟାଗ ନ କରିବ ।Forget not friendship of the pure
Forsake not timely helpers sure.ତାମିଲ ଟୀକା
துன்பக் காலத்துத் தமக்குப் பற்றுக்கோடாய்ச் செயல்பட்டாரது நட்பை விட்டுவிடுதல் கூடாது; அறிவு, ஒழுக்கம் ஆகியவற்றில் குற்றமற்றவர்களது கேண்மையை என்றும் மறத்தல் கூடாது.
ନିଜକୁ ପରଖନ୍ତୁ
ପ୍ରତ୍ୟେକ କୁରଲର ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ, ତାପରେ ଉତ୍ତର ଖୋଲି ଦେଖନ୍ତୁ।
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“ଉପକାରରୁ ଦିଶେନା କି ମୂଲ୍ୟ ତାହାର …”
ଉତ୍ତର
C · ଉପକୃତ ବୁଝେ ଯଥାଯଥ ମୂଲ୍ୟ ତା’ର । · କୁରଲ୍ 105
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“ଯେ ମିତ୍ର ଦୁଃଖରେ ଅଶ୍ରୁ କରଇ ମୁଂଚନ …”
ଉତ୍ତର
B · ସାତ ଜନ୍ମେ ସେ ମିତ୍ରତା ନ ଭୁଲେ ସଜ୍ଜନ । · କୁରଲ୍ 107
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“ଭୁଲିଯିବା ଅନୁଚିତ ପ୍ରାପ୍ତ ଉପକାର …”
ଉତ୍ତର
C · ଉଚିତ ଭୁଲିବା ପ୍ରାପ୍ତ ସବୁ ଅପକାର । · କୁରଲ୍ 108
ଗୋଟିଏ ବିଷୟରୁ ଆରମ୍ଭ କରନ୍ତୁ
- 79. நட்பு · Friendship
- 31. வெகுளாமை · Restraining Anger
- 40. கல்வி · Learning
- 11. செய்ந்நன்றியறிதல் · Gratitude
- 62. ஆள்வினை உடைமை · Manly Effort
- 30. வாய்மை · Veracity
- 16. பொறையுடைமை · The Possession of Patience, Forbearance
- 9. விருந்தோம்பல் · Hospitality
- 104. உழவு · Farming
- 2. வான்சிறப்பு · The Blessing of Rain
ଅଧ୍ୟୟନ ସାଥୀ ଆପଣଙ୍କ ଶବ୍ଦଗୁଡ଼ିକୁ ପୋର୍ଟାଲର ନିଜସ୍ୱ ତିରୁକ୍କୁରଲ୍ ଅନୁବାଦ ଓ ଟୀକା ସହିତ ମିଳାଇ ଦେଖେ। ଏହା ନିଜେ କୌଣସି ପାଠ ଲେଖେ ନାହିଁ, ଏବଂ ଆପଣଙ୍କ ପ୍ରଶ୍ନ ପୋର୍ଟାଲରେ ହିଁ ରହେ। ଏହାକୁ ନିଃଶୁଳ୍କ ଭାବେ ବ୍ୟବହାର କରିହେବ, ସମସ୍ତ 23ଟି ଭାଷାରେ।
ଅନୁବାଦ © ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ, ଚେନ୍ନାଇ · CC BY 4.0





