ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର · ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ
କାଶୀ ତାମିଲ ସଙ୍ଗମମ୍ 5.0
କାଶୀ ତାମିଲ ସଙ୍ଗମମ୍ 5.0
திருக்குறள் பயில்வோம் · Thirukkural Payilvom – Thirukkural Abhyas Karen · तिरुक्कुरल अभ्यास करें · Let's Learn Thirukkural
ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ · ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର
ଏବେ ଆବେଦନ କରନ୍ତୁ
ଇଣ୍ଟରଫେସର ଏହି ଅନୁବାଦ ଏକ ଚିଠା ମାତ୍ର; CICT ଏହାର ସମୀକ୍ଷା କରୁଛି। English
ପଛକୁ
ତିରୁକ୍କୁରଲ୍

ତିରୁକ୍କୁରଲ୍ ଅଧ୍ୟୟନ ସାଥୀ

ନିଜ ଭାଷାରେ ଯେକୌଣସି ବିଷୟରେ ପଚାରନ୍ତୁ (ବନ୍ଧୁତା, କ୍ରୋଧ, ଶିକ୍ଷା, ପରିଶ୍ରମ, ସତ୍ୟ), ଏବଂ ଅଧ୍ୟୟନ ସାଥୀ ସେହି ବିଷୟରେ କହୁଥିବା ତିରୁକ୍କୁରଲର କୁରଲଗୁଡ଼ିକ ଖୋଜି ଦେବ, ସେଗୁଡ଼ିକର ଅନୁବାଦ, ତାମିଲ ଟୀକା ଓ ତାମିଲରେ ଆବୃତ୍ତି ସହିତ।

ତିରୁକ୍କୁରଲ୍ ଏହି ବିଷୟରେ ଏହି ଅଧ୍ୟାୟରେ କହିଛି 79. நட்பு · Friendship

ଏହି ଅଧ୍ୟାୟଗୁଡ଼ିକରେ ମଧ୍ୟ: 82. தீ நட்பு · Evil Friendship · 83. கூடா நட்பு · Unreal Friendship

ଆପଣଙ୍କ ପ୍ରଶ୍ନର ସବୁଠାରୁ ନିକଟର କୁରଲଗୁଡ଼ିକ

ତାମିଲ ପାଠଟି କମ୍ପ୍ୟୁଟର ସ୍ୱରରେ ପଢ଼ାଯାଏ।
  1. முகநக நட்பது நட்பன்று நெஞ்சத்துஅகநக நட்பது நட்பு.
    Mukanaka Natpadhu Natpandru Nenjaththu · Akanaka Natpadhu Natpu
    ଓଷ୍ଠାଧରେ ସ୍ମିତ ନୁହେଁ ମିତ୍ରତା ଲକ୍ଷଣ
    ହୃଦେ ଯେ ଉଲ୍ଲାସ ଆଣେ ସେହି ମିତ୍ର ଜାଣ ।
    Friendship is not more smile on face
    It is the smiling heart's embrace.
    ତାମିଲ ଟୀକା

    ஒருவரையொருவர் பார்க்கும்போது முகம் மட்டுமே மலரும் வகையில் நட்புச்செய்வது நட்பாகாது; அன்பால் மனமும் மலர நட்புச்செய்வதே உண்மை நட்பாகும்.

  2. நிறைநீர நீரவர் கேண்மை பிறைமதிப்பின்னீர பேதையார் நட்பு.
    Niraineera Neeravar Kenmai Piraimadhip · Pinneera Pedhaiyaar Natpu
    ସୁମିତ୍ରତା ବଢ଼େ ଶୁକ୍ଳପକ୍ଷ ଚନ୍ଦ୍ର ସରି
    କୁମିତ୍ରତା କ୍ଷୟ କୃଷ୍ଣପକ୍ଷ ଚନ୍ଦ୍ର ପରି ।
    Good friendship shines like waxing moon,
    The bad withers like waning moon.
    ତାମିଲ ଟୀକା

    அறிவுடையவர் நட்பு, பிறைநிறைவுறும் தன்மையில் நாள்தோறும் மிகும் தன்மையதாம். பேதையார் நட்பு, நிறைமதியானது நாள்தோறும் குறையும் தன்மைபோல் குன்றும் தன்மையதாம். இதற்குக் காரணம் முன்னால் ஒருவரையொருவர் அறியாதிருந்து, பின்னால் நன்கு அறிதலாகும்.

  3. இனையர் இவரெமக்கு இன்னம்யாம் என்றுபுனையினும் புல்லென்னும் நட்பு.
    Inaiyar Ivaremakku Innamyaam Endru · Punaiyinum Pullennum Natpu
    ସେ ମୋହର ପ୍ରିୟ ବନ୍ଧୁ ମୁଁ ତା’ର ସର୍ବସ୍ୱ
    ତୁଳନାରେ ବନ୍ଧୁତ୍ୱର ମହତ୍ତ୍ୱ ବିନାଶ ।
    "Such we are and such they are"
    Ev'n this boast will friendship mar.
    ତାମିଲ ଟୀକା

    இவர் நம்மிடம் இவ்வளவு அன்புடையவர், நாம் இவரிடம் இவ்வளவு அன்புகொண்டவர் என்றெல்லாம் ஒருவரையொருவர் புனைந்து சொன்னாலும், அந்த நட்பானது சிறப்பற்றதாகும்.

  4. உடுக்கை இழந்தவன் கைபோல ஆங்கேஇடுக்கண் களைவதாம் நட்பு.
    Utukkai Izhandhavan Kaipola Aange · Itukkan Kalaivadhaam Natpu
    ସ୍ଖଳିତ ବସ୍ତ୍ରକୁ ହସ୍ତ ସ୍ୱତଃ ତୋଳେ ଯେହ୍ନେ
    ଦୁର୍ଦ୍ଦିନରେ ମିତ୍ର ସ୍ୱତଃ ଦୁଃଖ ମୁଞ୍ଚେ ତେହ୍ନେ ।
    Friendship hastens help in mishaps
    Like hands picking up dress that slips.
    ତାମିଲ ଟୀକା

    அவையில் ஆடைகுலைந்தவனுக்கு அவன்கை உடன்சென்று உதவி இழிவைப் போக்குவது போன்று, நண்பனுக்குத் துன்பம் வரும்போது அப்போதே சென்று உதவி அத்துன்பத்தைப் போக்குவதே நட்பாகும்.

  5. புணர்ச்சி பழகுதல் வேண்டா உணர்ச்சிதான்நட்பாங் கிழமை தரும்.
    Punarchchi Pazhakudhal Ventaa Unarchchidhaan · Natpaang Kizhamai Tharum
    ମିତ୍ରତା ନୁହଇ ପ୍ରତିନିୟତ ସଂପର୍କ
    ମିତ୍ରତା ହୃଦୟ ସହ ହୃଦୟର ଐକ୍ୟ ।
    No close living nor clasping grip
    Friendship's feeling heart's fellowship.
    ତାମିଲ ଟୀକା

    ஒருவரோடு ஒருவர் நண்பராய் இருத்தற்கு ஓர் ஊரினராய் இருத்தலும் பலமுறை கண்டும் பேசியும் பழகுதலுமாகிய காரணங்கள் வேண்டுவதில்லை. இருவருக்கும் உணர்ச்சி ஒத்திருத்தலே நட்பாகும் உரிமையைக் கொடுக்கும்.

ଆହୁରି କୁରଲ୍ ଦେଖାନ୍ତୁ

ନିଜକୁ ପରଖନ୍ତୁ

ପ୍ରତ୍ୟେକ କୁରଲର ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ, ତାପରେ ଉତ୍ତର ଖୋଲି ଦେଖନ୍ତୁ।

  1. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “ସେ ମୋହର ପ୍ରିୟ ବନ୍ଧୁ ମୁଁ ତା’ର ସର୍ବସ୍ୱ …”

    1. ହୃଦେ ଯେ ଉଲ୍ଲାସ ଆଣେ ସେହି ମିତ୍ର ଜାଣ ।
    2. ତୁଳନାରେ ବନ୍ଧୁତ୍ୱର ମହତ୍ତ୍ୱ ବିନାଶ ।
    3. ମିତ୍ରତା ହୃଦୟ ସହ ହୃଦୟର ଐକ୍ୟ ।
    4. ଦୁର୍ଦ୍ଦିନରେ ମିତ୍ର ସ୍ୱତଃ ଦୁଃଖ ମୁଞ୍ଚେ ତେହ୍ନେ ।
    ଉତ୍ତର

    B · ତୁଳନାରେ ବନ୍ଧୁତ୍ୱର ମହତ୍ତ୍ୱ ବିନାଶ । · କୁରଲ୍ 790

  2. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “ଓଷ୍ଠାଧରେ ସ୍ମିତ ନୁହେଁ ମିତ୍ରତା ଲକ୍ଷଣ …”

    1. ହୃଦେ ଯେ ଉଲ୍ଲାସ ଆଣେ ସେହି ମିତ୍ର ଜାଣ ।
    2. ତୁଳନାରେ ବନ୍ଧୁତ୍ୱର ମହତ୍ତ୍ୱ ବିନାଶ ।
    3. ମିତ୍ରର ସାହାଯ୍ୟ ଅର୍ଥେ ସର୍ବଦା ତତ୍ପର ।
    4. କୁମିତ୍ରତା କ୍ଷୟ କୃଷ୍ଣପକ୍ଷ ଚନ୍ଦ୍ର ପରି ।
    ଉତ୍ତର

    A · ହୃଦେ ଯେ ଉଲ୍ଲାସ ଆଣେ ସେହି ମିତ୍ର ଜାଣ । · କୁରଲ୍ 786

  3. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “ସୁମିତ୍ରତା ବଢ଼େ ଶୁକ୍ଳପକ୍ଷ ଚନ୍ଦ୍ର ସରି …”

    1. କୁମିତ୍ରତା କ୍ଷୟ କୃଷ୍ଣପକ୍ଷ ଚନ୍ଦ୍ର ପରି ।
    2. ମିତ୍ରତା ହୃଦୟ ସହ ହୃଦୟର ଐକ୍ୟ ।
    3. ହୃଦେ ଯେ ଉଲ୍ଲାସ ଆଣେ ସେହି ମିତ୍ର ଜାଣ ।
    4. ପୁନଃପୁନଃ ସାହଚର୍ଯ୍ୟେ ବନ୍ଧୁତା ବଢ଼ଇ ।
    ଉତ୍ତର

    A · କୁମିତ୍ରତା କ୍ଷୟ କୃଷ୍ଣପକ୍ଷ ଚନ୍ଦ୍ର ପରି । · କୁରଲ୍ 782

ଅଭ୍ୟାସ ପରୀକ୍ଷା →

ଗୋଟିଏ ବିଷୟରୁ ଆରମ୍ଭ କରନ୍ତୁ

ଅଧ୍ୟୟନ ସାଥୀ ଆପଣଙ୍କ ଶବ୍ଦଗୁଡ଼ିକୁ ପୋର୍ଟାଲର ନିଜସ୍ୱ ତିରୁକ୍କୁରଲ୍ ଅନୁବାଦ ଓ ଟୀକା ସହିତ ମିଳାଇ ଦେଖେ। ଏହା ନିଜେ କୌଣସି ପାଠ ଲେଖେ ନାହିଁ, ଏବଂ ଆପଣଙ୍କ ପ୍ରଶ୍ନ ପୋର୍ଟାଲରେ ହିଁ ରହେ। ଏହାକୁ ନିଃଶୁଳ୍କ ଭାବେ ବ୍ୟବହାର କରିହେବ, ସମସ୍ତ 23ଟି ଭାଷାରେ।

ଅନୁବାଦ © ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ, ଚେନ୍ନାଇ · CC BY 4.0

ଉଦ୍ୟମ Government of India ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର
କାର୍ଯ୍ୟାନ୍ୱୟନ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ