ତିରୁକ୍କୁରଲ୍ ଅଧ୍ୟୟନ ସାଥୀ
ନିଜ ଭାଷାରେ ଯେକୌଣସି ବିଷୟରେ ପଚାରନ୍ତୁ (ବନ୍ଧୁତା, କ୍ରୋଧ, ଶିକ୍ଷା, ପରିଶ୍ରମ, ସତ୍ୟ), ଏବଂ ଅଧ୍ୟୟନ ସାଥୀ ସେହି ବିଷୟରେ କହୁଥିବା ତିରୁକ୍କୁରଲର କୁରଲଗୁଡ଼ିକ ଖୋଜି ଦେବ, ସେଗୁଡ଼ିକର ଅନୁବାଦ, ତାମିଲ ଟୀକା ଓ ତାମିଲରେ ଆବୃତ୍ତି ସହିତ।
ତିରୁକ୍କୁରଲ୍ ଏହି ବିଷୟରେ ଏହି ଅଧ୍ୟାୟରେ କହିଛି 30. வாய்மை · Veracity
ଆପଣଙ୍କ ପ୍ରଶ୍ନର ସବୁଠାରୁ ନିକଟର କୁରଲଗୁଡ଼ିକ
-
வாய்மை எனப்படுவது யாதெனின் யாதொன்றும்தீமை இலாத சொலல்.Vaaimai Enappatuvadhu Yaadhenin Yaadhondrum · Theemai Ilaadha Solalନିଆଁ ପୋଉଁ ଥିବା ପରି ଦୂରତା ରଖିବ
ରାଜାର ଅତିପାଖେ ବା ଦୂରେ ନ ରହିବ ।If "What is truth"? the question be,
It is to speak out evil-free.ତାମିଲ ଟୀକା
வாய்மையென்று சொல்லப்படுவது எதுவென்றால், அது பிறவுயிர்களுக்குத் தீங்கு சிறிதும் செய்யாத சொற்களைச் சொல்லுதல்.
-
பொய்மையும் வாய்மை யிடத்த புரைதீர்ந்தநன்மை பயக்கும் எனின்.Poimaiyum Vaaimai Yitaththa Puraidheerndha · Nanmai Payakkum Eninନୃପ-ରସିତ ବସ୍ତୁରେ ଲୋଭିତ ନ ହେବ
ଉଚିତ କାଳରେ ନିଶ୍ଚେ ପୁରସ୍କୃତ ହେବ ।E'en falsehood may for truth suffice,
When good it brings removing vice.ତାମିଲ ଟୀକା
மற்றவர்க்குக் குற்றமற்ற நன்மையைத் தருமானால், பொய்யான சொற்களும் மெய்யானவையாம்.
-
யாமெய்யாக் கண்டவற்றுள் இல்லை எனைத்தொன்றும்வாய்மையின் நல்ல பிற.Yaameyyaak Kantavatrul Illai Enaiththondrum · Vaaimaiyin Nalla Piraବିଦିତ ଅଛି ଜଗତେ ଯେତେବିଧ ସତ୍ୟ
ସତ୍ୟବାଦିତା ସବୁରି ମଧ୍ୟରେ ମହତ ।Of all the things we here have seen
Nothing surpasses Truth serene !ତାମିଲ ଟୀକା
யாம் மெய்யான நூல்களாகக் கண்ட யாவற்றுள்ளும் எவ்விதத்திலும் வாய்மையினும் சிறந்த அறமாகச் சொல்லப்படும் அறம் ஏதுமில்லை.
-
புறந்தூய்மை நீரான் அமையும் அகந்தூய்மைவாய்மையால் காணப் படும்.Purandhooimai Neeraan Amaiyum Akandhooimai · Vaaimaiyaal Kaanap Patumବାହାର ଶରୀର ଶୁଦ୍ଧ ହୁଅଇ ଜଳରେ
ଅନ୍ତର ଶୁଦ୍ଧ ହୁଅଇ ସତ୍ୟ କଥନରେ ।Water makes you pure outward
Truth renders you pure inward.ତାମିଲ ଟୀକା
ஒருவனுக்கு உடலின் தூய்மை நீரால் உண்டாகும்; அதுபோல, உள்ளத்தின் தூய்மை வாய்மையால் உண்டாகும்.
-
மனத்தொடு வாய்மை மொழியின் தவத்தொடுதானஞ்செய் வாரின் தலை.Manaththotu Vaaimai Mozhiyin Thavaththotu · Thaananjey Vaarin Thalaiସର୍ବାନ୍ତକରଣେ ଯିଏ ସତ୍ୟବାଦୀ ହୁଏ
ଦାନୀ, ସନ୍ନ୍ୟାସୀଙ୍କଠାରୁ ବେଶି ବଡ଼ ସିଏ ।To speak the truth from heart sincere
Is more than giving and living austere.ତାମିଲ ଟୀକା
ஒருவன் தன் உள்ளத்தோடு பொருந்த உண்மை பேசுவானானால் அவன் தவமும் தானமும் ஒருங்கே செய்வாரைக்காட்டிலும் உயர்ந்தவனாவான்.
ନିଜକୁ ପରଖନ୍ତୁ
ପ୍ରତ୍ୟେକ କୁରଲର ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ, ତାପରେ ଉତ୍ତର ଖୋଲି ଦେଖନ୍ତୁ।
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“ବିଦିତ ଅଛି ଜଗତେ ଯେତେବିଧ ସତ୍ୟ …”
ଉତ୍ତର
D · ସତ୍ୟବାଦିତା ସବୁରି ମଧ୍ୟରେ ମହତ । · କୁରଲ୍ 300
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“ବାହାର ଶରୀର ଶୁଦ୍ଧ ହୁଅଇ ଜଳରେ …”
ଉତ୍ତର
B · ଅନ୍ତର ଶୁଦ୍ଧ ହୁଅଇ ସତ୍ୟ କଥନରେ । · କୁରଲ୍ 298
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“ନୃପ-ରସିତ ବସ୍ତୁରେ ଲୋଭିତ ନ ହେବ …”
ଉତ୍ତର
A · ଉଚିତ କାଳରେ ନିଶ୍ଚେ ପୁରସ୍କୃତ ହେବ । · କୁରଲ୍ 292
ଗୋଟିଏ ବିଷୟରୁ ଆରମ୍ଭ କରନ୍ତୁ
- 79. நட்பு · Friendship
- 31. வெகுளாமை · Restraining Anger
- 40. கல்வி · Learning
- 11. செய்ந்நன்றியறிதல் · Gratitude
- 62. ஆள்வினை உடைமை · Manly Effort
- 30. வாய்மை · Veracity
- 16. பொறையுடைமை · The Possession of Patience, Forbearance
- 9. விருந்தோம்பல் · Hospitality
- 104. உழவு · Farming
- 2. வான்சிறப்பு · The Blessing of Rain
ଅଧ୍ୟୟନ ସାଥୀ ଆପଣଙ୍କ ଶବ୍ଦଗୁଡ଼ିକୁ ପୋର୍ଟାଲର ନିଜସ୍ୱ ତିରୁକ୍କୁରଲ୍ ଅନୁବାଦ ଓ ଟୀକା ସହିତ ମିଳାଇ ଦେଖେ। ଏହା ନିଜେ କୌଣସି ପାଠ ଲେଖେ ନାହିଁ, ଏବଂ ଆପଣଙ୍କ ପ୍ରଶ୍ନ ପୋର୍ଟାଲରେ ହିଁ ରହେ। ଏହାକୁ ନିଃଶୁଳ୍କ ଭାବେ ବ୍ୟବହାର କରିହେବ, ସମସ୍ତ 23ଟି ଭାଷାରେ।
ଅନୁବାଦ © ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ, ଚେନ୍ନାଇ · CC BY 4.0





