ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର · ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ
କାଶୀ ତାମିଲ ସଙ୍ଗମମ୍ 5.0
କାଶୀ ତାମିଲ ସଙ୍ଗମମ୍ 5.0
திருக்குறள் பயில்வோம் · Thirukkural Payilvom – Thirukkural Abhyas Karen · तिरुक्कुरल अभ्यास करें · Let's Learn Thirukkural
ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ · ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର
ଏବେ ଆବେଦନ କରନ୍ତୁ
ଇଣ୍ଟରଫେସର ଏହି ଅନୁବାଦ ଏକ ଚିଠା ମାତ୍ର; CICT ଏହାର ସମୀକ୍ଷା କରୁଛି। English
ପଛକୁ
ତିରୁକ୍କୁରଲ୍

ତିରୁକ୍କୁରଲ୍ ଅଧ୍ୟୟନ ସାଥୀ

ନିଜ ଭାଷାରେ ଯେକୌଣସି ବିଷୟରେ ପଚାରନ୍ତୁ (ବନ୍ଧୁତା, କ୍ରୋଧ, ଶିକ୍ଷା, ପରିଶ୍ରମ, ସତ୍ୟ), ଏବଂ ଅଧ୍ୟୟନ ସାଥୀ ସେହି ବିଷୟରେ କହୁଥିବା ତିରୁକ୍କୁରଲର କୁରଲଗୁଡ଼ିକ ଖୋଜି ଦେବ, ସେଗୁଡ଼ିକର ଅନୁବାଦ, ତାମିଲ ଟୀକା ଓ ତାମିଲରେ ଆବୃତ୍ତି ସହିତ।

ତିରୁକ୍କୁରଲ୍ ଏହି ବିଷୟରେ ଏହି ଅଧ୍ୟାୟରେ କହିଛି 31. வெகுளாமை · Restraining Anger

ଆପଣଙ୍କ ପ୍ରଶ୍ନର ସବୁଠାରୁ ନିକଟର କୁରଲଗୁଡ଼ିକ

ତାମିଲ ପାଠଟି କମ୍ପ୍ୟୁଟର ସ୍ୱରରେ ପଢ଼ାଯାଏ।
  1. இணர்எரி தோய்வன்ன இன்னா செயினும்புணரின் வெகுளாமை நன்று.
    Inareri Thoivanna Innaa Seyinum · Punarin Vekulaamai Nandru
    ଅନ୍ଧତୁଲ ସର୍ବନାଶ ଯଦି କରେ କେହି
    ତଥାପି ଅକ୍ରୋଧ ହେବା ଉଚିତ ଅଟଇ ।
    Save thy soul from burning ire
    Though tortured like the touch of fire.
    ତାମିଲ ଟୀକା

    பல சுடர்களைக்கொண்ட பெருநெருப்பு நெருங்கியதைப் போன்ற தீமைகளை ஒருவன் செய்வானாயினும் அவனிடம் சினம்கொள்ளாமை ஒருவனுக்கு இயலுமாயின் அது நன்று.

  2. இறந்தார் இறந்தார் அனையர் சினத்தைத்துறந்தார் துறந்தார் துணை.
    Irandhaar Irandhaar Anaiyar Sinaththaith · Thurandhaar Thurandhaar Thunai
    କ୍ରୋଧାବିଷ୍ଟ ଜନ ଜାଣ ମୃତକ ସମାନ
    ଅକ୍ରୋଧୀ ଜନ ଅଟଇ ସନ୍ନ୍ୟାସୀ ମହାନ ।
    Dead are they who are anger-fed
    Saints are they from whom wrath has fled.
    ତାମିଲ ଟୀକା

    அளவு கடந்த சினம்கொள்வார் உயிருடையவரானாலும் செத்தவரை ஒப்பர்; சினத்தை அறவேவிட்டவர் இறக்கும் தன்மைகொண்டவராயினும் அதனைக் கடந்தவரை ஒப்பர்.

  3. உள்ளிய தெல்லாம் உடனெய்தும் உள்ளத்தால்உள்ளான் வெகுளி எனின்.
    Ulliya Thellaam Utaneydhum Ullaththaal · Ullaan Vekuli Enin
    ଯେ ଜନ ହୃଦୟେ କ୍ରୋଧ ପୋଷି ରଖେ ନାହିଁ
    ସକଳ ଈପ୍ସିତ ଫଳ ଲଭିପାରେ ସେହି ।
    Wishes he gains as he wishes
    If man refrains from rage vicious!
    ତାମିଲ ଟୀକା

    ஒருவன் தன் மனத்தால் சினத்தை நினையாதவனானால் அவன் விரும்பிய பேறுகள் எல்லாவற்றையும் ஒருங்கே அடைவான்.

  4. மறத்தல் வெகுளியை யார்மாட்டும் தீயபிறத்தல் அதனான் வரும்.
    Maraththal Vekuliyai Yaarmaattum Theeya · Piraththal Adhanaan Varum
    କ୍ରୋଧ ସମ୍ବରଣ କର ଅପରର ପ୍ରତି
    କ୍ରୋଧୁ ଉତ୍ସାରିତ ହୁଏ ନାନା କ୍ଷୟକ୍ଷତି ।
    Off with wrath with any one.
    It is the source of sin and pain.
    ତାମିଲ ଟୀକା

    சினத்தால் ஒருவனுக்குத் தீயனவெல்லாம் வருமாதலால், யாரிடமும் சினம்கொள்ளுதலைத் தவிர்த்தல் வேண்டும்.

  5. நகையும் உவகையும் கொல்லும் சினத்தின்பகையும் உளவோ பிற.
    Nakaiyum Uvakaiyum Kollum Sinaththin · Pakaiyum Ulavo Pira
    କ୍ରୋଧରୁ ବଡ଼ ଅନିଷ୍ଟକାରୀ ଶତ୍ରୁ ନାହିଁ
    ଅନ୍ତର ବାହାର ସୁଖ ଜାଳିପାରେ ସେହି ।
    Is there a foe like harmful ire
    Which kills the smile and joyful cheer?
    ତାମିଲ ଟୀକା

    ஒருவனது முகத்தில் நகையையும், உள்ளத்தில் மகிழ்ச்சியையும் கொன்று எழும் சினத்தைக் காட்டிலும் வேறு பகைகள் உள்ளனவா? இல்லை.

ଆହୁରି କୁରଲ୍ ଦେଖାନ୍ତୁ

ନିଜକୁ ପରଖନ୍ତୁ

ପ୍ରତ୍ୟେକ କୁରଲର ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ, ତାପରେ ଉତ୍ତର ଖୋଲି ଦେଖନ୍ତୁ।

  1. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “ଯେ ଜନ ହୃଦୟେ କ୍ରୋଧ ପୋଷି ରଖେ ନାହିଁ …”

    1. ତଥାପି ଅକ୍ରୋଧ ହେବା ଉଚିତ ଅଟଇ ।
    2. ନତୁବା ନିଜର କ୍ରୋଧେ ନିଜେ ନାଶ ଯାଇ ।
    3. ଫଳନାହିଁ ଜାଣ ଯଦି କ୍ରୋଧ କାହିଁ ପାଇଁ ।
    4. ସକଳ ଈପ୍ସିତ ଫଳ ଲଭିପାରେ ସେହି ।
    ଉତ୍ତର

    D · ସକଳ ଈପ୍ସିତ ଫଳ ଲଭିପାରେ ସେହି । · କୁରଲ୍ 309

  2. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “କ୍ରୋଧରୁ ବଡ଼ ଅନିଷ୍ଟକାରୀ ଶତ୍ରୁ ନାହିଁ …”

    1. ଅନ୍ତର ବାହାର ସୁଖ ଜାଳିପାରେ ସେହି ।
    2. ନତୁବା ନିଜର କ୍ରୋଧେ ନିଜେ ନାଶ ଯାଇ ।
    3. ଅକ୍ରୋଧୀ ଜନ ଅଟଇ ସନ୍ନ୍ୟାସୀ ମହାନ ।
    4. ପ୍ରଭାବଯୁକ୍ତ ହୋଇଲେ କ୍ଷତିକର ଜାଣ ।
    ଉତ୍ତର

    A · ଅନ୍ତର ବାହାର ସୁଖ ଜାଳିପାରେ ସେହି । · କୁରଲ୍ 304

  3. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “ଅନ୍ଧତୁଲ ସର୍ବନାଶ ଯଦି କରେ କେହି …”

    1. ନତୁବା ନିଜର କ୍ରୋଧେ ନିଜେ ନାଶ ଯାଇ ।
    2. ତଥାପି ଅକ୍ରୋଧ ହେବା ଉଚିତ ଅଟଇ ।
    3. ଅନ୍ତରେ ପୋଷିଲେ କ୍ରୋଧ କ୍ରୋଧୀ ନାଶ ଯାଏ ।
    4. ସକଳ ଈପ୍ସିତ ଫଳ ଲଭିପାରେ ସେହି ।
    ଉତ୍ତର

    B · ତଥାପି ଅକ୍ରୋଧ ହେବା ଉଚିତ ଅଟଇ । · କୁରଲ୍ 308

ଅଭ୍ୟାସ ପରୀକ୍ଷା →

ଗୋଟିଏ ବିଷୟରୁ ଆରମ୍ଭ କରନ୍ତୁ

ଅଧ୍ୟୟନ ସାଥୀ ଆପଣଙ୍କ ଶବ୍ଦଗୁଡ଼ିକୁ ପୋର୍ଟାଲର ନିଜସ୍ୱ ତିରୁକ୍କୁରଲ୍ ଅନୁବାଦ ଓ ଟୀକା ସହିତ ମିଳାଇ ଦେଖେ। ଏହା ନିଜେ କୌଣସି ପାଠ ଲେଖେ ନାହିଁ, ଏବଂ ଆପଣଙ୍କ ପ୍ରଶ୍ନ ପୋର୍ଟାଲରେ ହିଁ ରହେ। ଏହାକୁ ନିଃଶୁଳ୍କ ଭାବେ ବ୍ୟବହାର କରିହେବ, ସମସ୍ତ 23ଟି ଭାଷାରେ।

ଅନୁବାଦ © ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ, ଚେନ୍ନାଇ · CC BY 4.0

ଉଦ୍ୟମ Government of India ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର
କାର୍ଯ୍ୟାନ୍ୱୟନ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ