ତିରୁକ୍କୁରଲ୍ ଅଧ୍ୟୟନ ସାଥୀ
ନିଜ ଭାଷାରେ ଯେକୌଣସି ବିଷୟରେ ପଚାରନ୍ତୁ (ବନ୍ଧୁତା, କ୍ରୋଧ, ଶିକ୍ଷା, ପରିଶ୍ରମ, ସତ୍ୟ), ଏବଂ ଅଧ୍ୟୟନ ସାଥୀ ସେହି ବିଷୟରେ କହୁଥିବା ତିରୁକ୍କୁରଲର କୁରଲଗୁଡ଼ିକ ଖୋଜି ଦେବ, ସେଗୁଡ଼ିକର ଅନୁବାଦ, ତାମିଲ ଟୀକା ଓ ତାମିଲରେ ଆବୃତ୍ତି ସହିତ।
ତିରୁକ୍କୁରଲ୍ ଏହି ବିଷୟରେ ଏହି ଅଧ୍ୟାୟରେ କହିଛି 31. வெகுளாமை · Restraining Anger
ଆପଣଙ୍କ ପ୍ରଶ୍ନର ସବୁଠାରୁ ନିକଟର କୁରଲଗୁଡ଼ିକ
-
செல்லிடத்துக் காப்பான் சினங்காப்பான் அல்லிடத்துக்காக்கின்என் காவாக்கால் என்?Sellitaththuk Kaappaan Sinangaappaan Allitaththuk · Kaakkinen Kaavaakkaal En?ଫଳ ଦେବ ଜାଣି ସୁଦ୍ଧା କ୍ରୋଧ କର ନାହିଁ
ଫଳନାହିଁ ଜାଣ ଯଦି କ୍ରୋଧ କାହିଁ ପାଇଁ ।Anger against the weak is wrong
It is futile against the strong.ତାମିଲ ଟୀକା
தன் சினம் பலிக்குமிடத்தில் அதனை எழாமல் காப்பவனே அருளால் காப்பவன் ஆவான். அவ்வாறின்றி, அது பலியாத இடத்து அதனைத் தடுத்தாலென்ன; தடுக்காவிட்டாலென்ன?
-
மறத்தல் வெகுளியை யார்மாட்டும் தீயபிறத்தல் அதனான் வரும்.Maraththal Vekuliyai Yaarmaattum Theeya · Piraththal Adhanaan Varumକ୍ରୋଧ ସମ୍ବରଣ କର ଅପରର ପ୍ରତି
କ୍ରୋଧୁ ଉତ୍ସାରିତ ହୁଏ ନାନା କ୍ଷୟକ୍ଷତି ।Off with wrath with any one.
It is the source of sin and pain.ତାମିଲ ଟୀକା
சினத்தால் ஒருவனுக்குத் தீயனவெல்லாம் வருமாதலால், யாரிடமும் சினம்கொள்ளுதலைத் தவிர்த்தல் வேண்டும்.
-
உள்ளிய தெல்லாம் உடனெய்தும் உள்ளத்தால்உள்ளான் வெகுளி எனின்.Ulliya Thellaam Utaneydhum Ullaththaal · Ullaan Vekuli Eninଯେ ଜନ ହୃଦୟେ କ୍ରୋଧ ପୋଷି ରଖେ ନାହିଁ
ସକଳ ଈପ୍ସିତ ଫଳ ଲଭିପାରେ ସେହି ।Wishes he gains as he wishes
If man refrains from rage vicious!ତାମିଲ ଟୀକା
ஒருவன் தன் மனத்தால் சினத்தை நினையாதவனானால் அவன் விரும்பிய பேறுகள் எல்லாவற்றையும் ஒருங்கே அடைவான்.
-
இறந்தார் இறந்தார் அனையர் சினத்தைத்துறந்தார் துறந்தார் துணை.Irandhaar Irandhaar Anaiyar Sinaththaith · Thurandhaar Thurandhaar Thunaiକ୍ରୋଧାବିଷ୍ଟ ଜନ ଜାଣ ମୃତକ ସମାନ
ଅକ୍ରୋଧୀ ଜନ ଅଟଇ ସନ୍ନ୍ୟାସୀ ମହାନ ।Dead are they who are anger-fed
Saints are they from whom wrath has fled.ତାମିଲ ଟୀକା
அளவு கடந்த சினம்கொள்வார் உயிருடையவரானாலும் செத்தவரை ஒப்பர்; சினத்தை அறவேவிட்டவர் இறக்கும் தன்மைகொண்டவராயினும் அதனைக் கடந்தவரை ஒப்பர்.
-
நகையும் உவகையும் கொல்லும் சினத்தின்பகையும் உளவோ பிற.Nakaiyum Uvakaiyum Kollum Sinaththin · Pakaiyum Ulavo Piraକ୍ରୋଧରୁ ବଡ଼ ଅନିଷ୍ଟକାରୀ ଶତ୍ରୁ ନାହିଁ
ଅନ୍ତର ବାହାର ସୁଖ ଜାଳିପାରେ ସେହି ।Is there a foe like harmful ire
Which kills the smile and joyful cheer?ତାମିଲ ଟୀକା
ஒருவனது முகத்தில் நகையையும், உள்ளத்தில் மகிழ்ச்சியையும் கொன்று எழும் சினத்தைக் காட்டிலும் வேறு பகைகள் உள்ளனவா? இல்லை.
ନିଜକୁ ପରଖନ୍ତୁ
ପ୍ରତ୍ୟେକ କୁରଲର ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ, ତାପରେ ଉତ୍ତର ଖୋଲି ଦେଖନ୍ତୁ।
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“କ୍ରୋଧ ସମ୍ବରଣ କର ଅପରର ପ୍ରତି …”
ଉତ୍ତର
D · କ୍ରୋଧୁ ଉତ୍ସାରିତ ହୁଏ ନାନା କ୍ଷୟକ୍ଷତି । · କୁରଲ୍ 303
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“କ୍ରୋଧାବିଷ୍ଟ ଜନ ଜାଣ ମୃତକ ସମାନ …”
ଉତ୍ତର
B · ଅକ୍ରୋଧୀ ଜନ ଅଟଇ ସନ୍ନ୍ୟାସୀ ମହାନ । · କୁରଲ୍ 310
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“ଫଳ ଦେବ ଜାଣି ସୁଦ୍ଧା କ୍ରୋଧ କର ନାହିଁ …”
ଉତ୍ତର
B · ଫଳନାହିଁ ଜାଣ ଯଦି କ୍ରୋଧ କାହିଁ ପାଇଁ । · କୁରଲ୍ 301
ଗୋଟିଏ ବିଷୟରୁ ଆରମ୍ଭ କରନ୍ତୁ
- 79. நட்பு · Friendship
- 31. வெகுளாமை · Restraining Anger
- 40. கல்வி · Learning
- 11. செய்ந்நன்றியறிதல் · Gratitude
- 62. ஆள்வினை உடைமை · Manly Effort
- 30. வாய்மை · Veracity
- 16. பொறையுடைமை · The Possession of Patience, Forbearance
- 9. விருந்தோம்பல் · Hospitality
- 104. உழவு · Farming
- 2. வான்சிறப்பு · The Blessing of Rain
ଅଧ୍ୟୟନ ସାଥୀ ଆପଣଙ୍କ ଶବ୍ଦଗୁଡ଼ିକୁ ପୋର୍ଟାଲର ନିଜସ୍ୱ ତିରୁକ୍କୁରଲ୍ ଅନୁବାଦ ଓ ଟୀକା ସହିତ ମିଳାଇ ଦେଖେ। ଏହା ନିଜେ କୌଣସି ପାଠ ଲେଖେ ନାହିଁ, ଏବଂ ଆପଣଙ୍କ ପ୍ରଶ୍ନ ପୋର୍ଟାଲରେ ହିଁ ରହେ। ଏହାକୁ ନିଃଶୁଳ୍କ ଭାବେ ବ୍ୟବହାର କରିହେବ, ସମସ୍ତ 23ଟି ଭାଷାରେ।
ଅନୁବାଦ © ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ, ଚେନ୍ନାଇ · CC BY 4.0





