ତିରୁକ୍କୁରଲ୍ ଅଧ୍ୟୟନ ସାଥୀ
ନିଜ ଭାଷାରେ ଯେକୌଣସି ବିଷୟରେ ପଚାରନ୍ତୁ (ବନ୍ଧୁତା, କ୍ରୋଧ, ଶିକ୍ଷା, ପରିଶ୍ରମ, ସତ୍ୟ), ଏବଂ ଅଧ୍ୟୟନ ସାଥୀ ସେହି ବିଷୟରେ କହୁଥିବା ତିରୁକ୍କୁରଲର କୁରଲଗୁଡ଼ିକ ଖୋଜି ଦେବ, ସେଗୁଡ଼ିକର ଅନୁବାଦ, ତାମିଲ ଟୀକା ଓ ତାମିଲରେ ଆବୃତ୍ତି ସହିତ।
ତିରୁକ୍କୁରଲ୍ ଏହି ବିଷୟରେ ଏହି ଅଧ୍ୟାୟରେ କହିଛି 2. வான்சிறப்பு · The Blessing of Rain
ଆପଣଙ୍କ ପ୍ରଶ୍ନର ସବୁଠାରୁ ନିକଟର କୁରଲଗୁଡ଼ିକ
-
நெடுங்கடலும் தன்நீர்மை குன்றும் தடிந்தெழிலிதான்நல்கா தாகி விடின்.Netungatalum Thanneermai Kundrum Thatindhezhili · Thaannalkaa Thaaki Vitinସମୁଦ୍ରରୁ ନେଇ ପାଣି ସମୁଦ୍ରକୁ ଯଦି
ନଫେରାଏ ମେଘ କୃଶ ହୋଇବ ଜଳଧି ।The ocean's wealth will waste away,
Except the cloud its stores repay.ତାମିଲ ଟୀକା
மேகமானது தன்னைக் குறைத்துக் கடலில் பெய்யாது போகுமானால், அளவற்ற பெருங்கடலும் தன்னியல்பு குறையும்.
-
விண்இன்று பொய்ப்பின் விரிநீர் வியனுலகத்துஉள்நின்று உடற்றும் பசி.Vinindru Poippin Virineer Viyanulakaththu · Ulnindru Utatrum Pasiସମୁଦ୍ର ମେଖଳା ପୃଥିବୀ, ତଥାପି ଆକାଶ
ବାରିପାତ ନ କରିଲେ ଯାଏ ସର୍ବନାଶ ।Let clouds their visits stay, and dearth
Distresses all the sea-girt earth.ତାମିଲ ଟୀକା
மழை தேவைப்படும் காலத்தில் பெய்யாது பொய்க்குமானால் கடலால் சூழப்பெற்ற அகன்ற உலகில் பசியானது நிலைபெற்று உயிர்களைத் துன்புறுத்தும்.
-
வான்நின்று உலகம் வழங்கி வருதலால்தான்அமிழ்தம் என்றுணரற் பாற்று.Vaannindru Ulakam Vazhangi Varudhalaal · Thaanamizhdham Endrunarar Paatruବରଷା ବଂଚାଇ ରଖେ ବସୁଧା ତେଣୁ ତ
ଅମରତ୍ୱର ଅମୃତ ଭାବେ ଭବେ ଖ୍ୟାତ ।The genial rain ambrosia call:
The world but lasts while rain shall fall.ତାମିଲ ଟୀକା
மழை இடையறாது பெய்ய, உலகம் நிலைபெற்றிருத்தலால், அம்மழையே உலகிற்கு அமிழ்தம் என்று கருதற்குரியது.
-
கெடுப்பதூஉம் கெட்டார்க்குச் சார்வாய்மற் றாங்கேஎடுப்பதூஉம் எல்லாம் மழை.Ketuppadhooum Kettaarkkuch Chaarvaaimar Raange · Etuppadhooum Ellaam Mazhaiବୃଷ୍ଟି ହିଁ ପୀଡ଼କ ପୁଣି ପୀଡ଼ିତର ତ୍ରାତା
ବୃଷ୍ଟିହିଁ ସର୍ବସ୍ୱ ପୁଣି ବୃଷ୍ଟି ହର୍ତ୍ତା କର୍ତ୍ତା ।Destruction it may sometimes pour,
But only rain can life restore.ତାମିଲ ଟୀକା
பெய்யவேண்டிய காலத்தில் பெய்யாதிருந்து உலகில் வாழ்வாரைத் துன்புறுத்துவதும், அவ்வாறு துன்புற்றார்க்குத் துணையாகப் பெய்து நலம் செய்வதும் ஆகிய எல்லாம் செய்யும் வல்லமை உடையது மழை.
-
துப்பார்க்குத் துப்பாய துப்பாக்கித் துப்பார்க்குத்துப்பாய தூஉம் மழை.Thuppaarkkuth Thuppaaya Thuppaakkith Thuppaarkkuth · Thuppaaya Thooum Mazhaiଉପୁଜାଏ ନାହିଁ ବର୍ଷା କେବଳ ଭୋଜନ
ସେ ନିଜେ ଅପରିହାର୍ଯ୍ୟ ସବୁରି ଖାଦନ ।The rain begets the food we eat
And forms a food and drink concrete.ତାମିଲ ଟୀକା
உண்பார்க்கு நல்ல உணவை உண்டாக்கித்தந்து, அதனை உண்கின்றவர்க்குத் தானும் உணவாவதும் மழை.
ନିଜକୁ ପରଖନ୍ତୁ
ପ୍ରତ୍ୟେକ କୁରଲର ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ, ତାପରେ ଉତ୍ତର ଖୋଲି ଦେଖନ୍ତୁ।
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“ବୃଷ୍ଟି ହିଁ ପୀଡ଼କ ପୁଣି ପୀଡ଼ିତର ତ୍ରାତା …”
ଉତ୍ତର
B · ବୃଷ୍ଟିହିଁ ସର୍ବସ୍ୱ ପୁଣି ବୃଷ୍ଟି ହର୍ତ୍ତା କର୍ତ୍ତା । · କୁରଲ୍ 15
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“ସମୁଦ୍ରରୁ ନେଇ ପାଣି ସମୁଦ୍ରକୁ ଯଦି …”
ଉତ୍ତର
B · ନଫେରାଏ ମେଘ କୃଶ ହୋଇବ ଜଳଧି । · କୁରଲ୍ 17
-
ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.
“ଉପୁଜାଏ ନାହିଁ ବର୍ଷା କେବଳ ଭୋଜନ …”
ଉତ୍ତର
A · ସେ ନିଜେ ଅପରିହାର୍ଯ୍ୟ ସବୁରି ଖାଦନ । · କୁରଲ୍ 12
ଗୋଟିଏ ବିଷୟରୁ ଆରମ୍ଭ କରନ୍ତୁ
- 79. நட்பு · Friendship
- 31. வெகுளாமை · Restraining Anger
- 40. கல்வி · Learning
- 11. செய்ந்நன்றியறிதல் · Gratitude
- 62. ஆள்வினை உடைமை · Manly Effort
- 30. வாய்மை · Veracity
- 16. பொறையுடைமை · The Possession of Patience, Forbearance
- 9. விருந்தோம்பல் · Hospitality
- 104. உழவு · Farming
- 2. வான்சிறப்பு · The Blessing of Rain
ଅଧ୍ୟୟନ ସାଥୀ ଆପଣଙ୍କ ଶବ୍ଦଗୁଡ଼ିକୁ ପୋର୍ଟାଲର ନିଜସ୍ୱ ତିରୁକ୍କୁରଲ୍ ଅନୁବାଦ ଓ ଟୀକା ସହିତ ମିଳାଇ ଦେଖେ। ଏହା ନିଜେ କୌଣସି ପାଠ ଲେଖେ ନାହିଁ, ଏବଂ ଆପଣଙ୍କ ପ୍ରଶ୍ନ ପୋର୍ଟାଲରେ ହିଁ ରହେ। ଏହାକୁ ନିଃଶୁଳ୍କ ଭାବେ ବ୍ୟବହାର କରିହେବ, ସମସ୍ତ 23ଟି ଭାଷାରେ।
ଅନୁବାଦ © ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ, ଚେନ୍ନାଇ · CC BY 4.0





