ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର · ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ
କାଶୀ ତାମିଲ ସଙ୍ଗମମ୍ 5.0
କାଶୀ ତାମିଲ ସଙ୍ଗମମ୍ 5.0
திருக்குறள் பயில்வோம் · Thirukkural Payilvom – Thirukkural Abhyas Karen · तिरुक्कुरल अभ्यास करें · Let's Learn Thirukkural
ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ · ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର
ଏବେ ଆବେଦନ କରନ୍ତୁ
ଇଣ୍ଟରଫେସର ଏହି ଅନୁବାଦ ଏକ ଚିଠା ମାତ୍ର; CICT ଏହାର ସମୀକ୍ଷା କରୁଛି। English
ପଛକୁ
ତିରୁକ୍କୁରଲ୍

ତିରୁକ୍କୁରଲ୍ ଅଧ୍ୟୟନ ସାଥୀ

ନିଜ ଭାଷାରେ ଯେକୌଣସି ବିଷୟରେ ପଚାରନ୍ତୁ (ବନ୍ଧୁତା, କ୍ରୋଧ, ଶିକ୍ଷା, ପରିଶ୍ରମ, ସତ୍ୟ), ଏବଂ ଅଧ୍ୟୟନ ସାଥୀ ସେହି ବିଷୟରେ କହୁଥିବା ତିରୁକ୍କୁରଲର କୁରଲଗୁଡ଼ିକ ଖୋଜି ଦେବ, ସେଗୁଡ଼ିକର ଅନୁବାଦ, ତାମିଲ ଟୀକା ଓ ତାମିଲରେ ଆବୃତ୍ତି ସହିତ।

ତିରୁକ୍କୁରଲ୍ ଏହି ବିଷୟରେ ଏହି ଅଧ୍ୟାୟରେ କହିଛି 104. உழவு · Farming

ଆପଣଙ୍କ ପ୍ରଶ୍ନର ସବୁଠାରୁ ନିକଟର କୁରଲଗୁଡ଼ିକ

ତାମିଲ ପାଠଟି କମ୍ପ୍ୟୁଟର ସ୍ୱରରେ ପଢ଼ାଯାଏ।
  1. சுழன்றும்ஏர்ப் பின்னது உலகம் அதனால்உழந்தும் உழவே தலை.
    Suzhandrumerp Pinnadhu Ulakam Adhanaal · Uzhandhum Uzhave Thalai
    ପେଟ ପାଇଁ ବିଶ୍ୱଭ୍ରମି ହଳପାଶେ ଫେରେ
    ଶ୍ରମସାଧ୍ୟ ଚାଷବୃତ୍ତି ଶ୍ରେଷ୍ଠ ସଂସାରରେ ।
    Farming though hard is foremost trade
    Men ply at will but ploughmen lead.
    ତାମିଲ ଟୀକା

    பிற தொழில்களையெல்லாம் செய்து திரிந்தாலும் உலகம் இறுதியில் ஏருடையார்வழியே செல்லவேண்டும். அதனால் பல துன்பங்களைத் தருமாயினும் உழவே தலைசிறந்த தொழிலாகும்.

  2. ஏரினும் நன்றால் எருவிடுதல் கட்டபின்நீரினும் நன்றதன் காப்பு.
    Erinum Nandraal Eruvitudhal Kattapin · Neerinum Nandradhan Kaappu
    ଲଙ୍ଗଳ କରିବାଠାରୁ ସାର ଦେବା ଶ୍ରେୟ
    ଘାସ ବାଛି ଜଗି ରୁହ, ସେଚ ବର୍ଜ୍ଜନୀୟ ।
    Better manure than plough; then weed;
    Than irrigating, better guard.
    ତାମିଲ ଟୀକା

    நிலத்தில் விளையும் பயிர்க்கு உழுதலைக்காட்டிலும் எருப்பெய்தல் நல்லது; களையை நீக்கியபின்னர்ப் பயிரைக் காத்தல் நீரிடுவதினும் நல்லது.

  3. உழுவார் உலகத்தார்க்கு ஆணிஅஃ தாற்றாதுஎழுவாரை எல்லாம் பொறுத்து.
    Uzhuvaar Ulakaththaarkku Aaniaq Thaatraadhu · Ezhuvaarai Ellaam Poruththu
    କୃଷିକାରୀ ସମାଜର ଅକ୍ଷ-ଦଣ୍ଡ ହୋଇ
    କୃଷିଶ୍ରମ-କାତରେ ବି ଆହାର ଦିଅଇ ।
    Tillers are linch-pin of mankind
    Bearing the rest who cannot tend.
    ତାମିଲ ଟୀକା

    உழுதொழிலைச் செய்ய இயலாது பிற தொழில்களை மேற்கொள்வார் யாவரையும் தாங்குதலால் உழவர்களே உலகத்தாராகிய தேருக்கு அச்சாணியாவர்.

  4. உழுதுண்டு வாழ்வாரே வாழ்வார்மற் றெல்லாம்தொழுதுண்டு பின்செல் பவர்.
    Uzhudhuntu Vaazhvaare Vaazhvaarmar Rellaam · Thozhudhuntu Pinsel Pavar
    ଭୂମି କର୍ଷି ପେଟ ପୋଷେ ଯେ ଜନ ମହତ
    ବାକି ସବୁ ମୁନିବ-ହାତଟେକା-ପାଳିତ ।
    They live who live to plough and eat
    The rest behind them bow and eat.
    ତାମିଲ ଟୀକା

    யாவரும் உண்ண உழுதொழிலைச் செய்து அதனால் தாமும் உண்டு வாழ்பவரே உண்மையில் தமக்கு உரியராய் வாழ்பவர்; பிறரெல்லாம் மற்றவரைத் தொழுது, அதனால் தாம் உண்டு அவர் பின் செல்பவர்; அவர் தமக்கு உரியர் அல்லர்.

  5. உழவினார் கைம்மடங்கின் இல்லை விழைவதூஉம்விட்டேம்என் பார்க்கு நிலை.
    Uzhavinaar Kaimmatangin Illai Vizhaivadhooum · Vittemen Paarkku Nilai
    ଯଦି କୃଷକ କୃଷିରୁ ବିରତ ହୋଇବ
    ଗୃହତ୍ୟାଗୀ ତପୀ ନିଜ ତପ ପାଶୋରିବ ।
    Should ploughmen sit folding their hands
    Desire-free monks too suffer wants.
    ତାମିଲ ଟୀକା

    உழவரது கை உழுதொழிலைச் செய்யாது மடங்குமானால், ‘யாவரும் விரும்புவதையெல்லாம் யாம் துறந்துவிட்டோம்’ என்பார்க்கு அத்துறவறத்தில் நிற்றல் இயலாது.

ଆହୁରି କୁରଲ୍ ଦେଖାନ୍ତୁ

ନିଜକୁ ପରଖନ୍ତୁ

ପ୍ରତ୍ୟେକ କୁରଲର ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ, ତାପରେ ଉତ୍ତର ଖୋଲି ଦେଖନ୍ତୁ।

  1. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “ପେଟ ପାଇଁ ବିଶ୍ୱଭ୍ରମି ହଳପାଶେ ଫେରେ …”

    1. ଶ୍ରମସାଧ୍ୟ ଚାଷବୃତ୍ତି ଶ୍ରେଷ୍ଠ ସଂସାରରେ ।
    2. କ୍ଷେତ୍ର ହୁଏ ବିମୁଖ ସ୍ୱ ଧର୍ମପତ୍ନୀ ସମ ।
    3. ବରଂ ଅନ୍ୟ ଭିକ୍ଷାର୍ଥୀଙ୍କୁ ଦାନ ଦେଇ ଥାଇ ।
    4. ଘାସ ବାଛି ଜଗି ରୁହ, ସେଚ ବର୍ଜ୍ଜନୀୟ ।
    ଉତ୍ତର

    A · ଶ୍ରମସାଧ୍ୟ ଚାଷବୃତ୍ତି ଶ୍ରେଷ୍ଠ ସଂସାରରେ । · କୁରଲ୍ 1031

  2. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “କୃଷିକାରୀ ସମାଜର ଅକ୍ଷ-ଦଣ୍ଡ ହୋଇ …”

    1. ସେ ଅନ୍ୟ ନୃପେ ସ୍ୱନୃପ ଛାୟାକୁ ଆଣଇ ।
    2. କୃଷିଶ୍ରମ-କାତରେ ବି ଆହାର ଦିଅଇ ।
    3. ବିନା ସାରେ ସୁପ୍ରଚୁର ଶସ୍ୟ ଫଳିପାରେ ।
    4. ଘାସ ବାଛି ଜଗି ରୁହ, ସେଚ ବର୍ଜ୍ଜନୀୟ ।
    ଉତ୍ତର

    B · କୃଷିଶ୍ରମ-କାତରେ ବି ଆହାର ଦିଅଇ । · କୁରଲ୍ 1032

  3. ଏହି କୁରଲର ସଠିକ୍ ଦ୍ୱିତୀୟ ଧାଡ଼ିଟି ବାଛନ୍ତୁ। Choose the correct second line of this couplet.

    “ଯଦି କୃଷକ କୃଷିରୁ ବିରତ ହୋଇବ …”

    1. ଗୃହତ୍ୟାଗୀ ତପୀ ନିଜ ତପ ପାଶୋରିବ ।
    2. ଶ୍ରମସାଧ୍ୟ ଚାଷବୃତ୍ତି ଶ୍ରେଷ୍ଠ ସଂସାରରେ ।
    3. ସେ ଅନ୍ୟ ନୃପେ ସ୍ୱନୃପ ଛାୟାକୁ ଆଣଇ ।
    4. ବିନା ସାରେ ସୁପ୍ରଚୁର ଶସ୍ୟ ଫଳିପାରେ ।
    ଉତ୍ତର

    A · ଗୃହତ୍ୟାଗୀ ତପୀ ନିଜ ତପ ପାଶୋରିବ । · କୁରଲ୍ 1036

ଅଭ୍ୟାସ ପରୀକ୍ଷା →

ଗୋଟିଏ ବିଷୟରୁ ଆରମ୍ଭ କରନ୍ତୁ

ଅଧ୍ୟୟନ ସାଥୀ ଆପଣଙ୍କ ଶବ୍ଦଗୁଡ଼ିକୁ ପୋର୍ଟାଲର ନିଜସ୍ୱ ତିରୁକ୍କୁରଲ୍ ଅନୁବାଦ ଓ ଟୀକା ସହିତ ମିଳାଇ ଦେଖେ। ଏହା ନିଜେ କୌଣସି ପାଠ ଲେଖେ ନାହିଁ, ଏବଂ ଆପଣଙ୍କ ପ୍ରଶ୍ନ ପୋର୍ଟାଲରେ ହିଁ ରହେ। ଏହାକୁ ନିଃଶୁଳ୍କ ଭାବେ ବ୍ୟବହାର କରିହେବ, ସମସ୍ତ 23ଟି ଭାଷାରେ।

ଅନୁବାଦ © ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ, ଚେନ୍ନାଇ · CC BY 4.0

ଉଦ୍ୟମ Government of India ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର
କାର୍ଯ୍ୟାନ୍ୱୟନ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ (CICT), ଚେନ୍ନାଇ